ଭଙ୍ଗାଘରେ ୨୧ ପରିବାର : ଯୋଗ୍ୟଙ୍କୁ ମିଳୁନି ପକ୍କାଘର

କଟକ-ଜଗତପୁର : ଭଙ୍ଗା କୁଡିଆରେ ବିତୁଛି ଜୀବନ, ୨୧ ପରିବାର ଘର ପାଇବାରୁ ବଞ୍ଚିତ। ଏଭଳି ଚିତ୍ର ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ମଧ୍ୟକଚ୍ଛ ପଞ୍ଚାୟତର ୧୫ନଂ ୱାର୍ଡରେ। ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପକ୍କାଘର ଖଣ୍ଡିଏ ଏହି ଗରିବ, ଅସହାୟଙ୍କ ପାଇଁ ସାତ ସପନ ପାଲଟିଛି। ଫନି ବାତ୍ୟା ପରଠାରୁ ସେମାନଙ୍କ ଘରର କାନ୍ଥ ଫାଟି ଆଁ କରିଛି। ପଲିଥିନ୍‌ ଭରସାରେ ଦିନ କାଟୁଛନ୍ତି ୨୧ଟି … Continue reading ଭଙ୍ଗାଘରେ ୨୧ ପରିବାର : ଯୋଗ୍ୟଙ୍କୁ ମିଳୁନି ପକ୍କାଘର